ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ମାଇନସଟୋଲି ରାସ୍ତା ମୁହାଣୀରେ ଗୋଟିଏ କାର ବୀରମିତ୍ରପୁର ପଟୁ ନିଜ ଘର ରାଏବଗା ପଞ୍ଚାୟତ ଅନ୍ତର୍ଗତ ଝମନକିରା ସ୍କୁଲ ରୋଡର ଜଣେ ମହିଳା ଦୃତ ଗତିରେ କାର ଚଳାଇ ଘରକୁ ଯାଉଥିଲା |
ସେହି ସମୟରେ ନିଜର ଭାରସାମ୍ୟ ହରାଇ ଥିବାରୁ ରାସ୍ତା ମୁହାଣୀରେ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଧାନ ବିଲରେ ୱାଳାଇ ଥିଲା ! ଯାହା ଫଳରେ ଚାଳିକା ଅଳ୍ପକେ ମୃତ୍ୟୁ ମୁଖରୁ ବାର୍ତିଲେ ଯାଇଥିଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଓ ମହିଳାଙ୍କୁ ଉଦ୍ଧାର କରିବା ସହ କାରକୁ ରାସ୍ତା ଉପରେ ଚଢାଇ ଥିବା ଜଣା ପଡିଛି | ଏହି ଦୁର୍ଘଟଣାଟି ଦୃତ ଗତି ଓ ବେପରୁଆ ଚଳାଇ ଥିବାରୁ ଘଟିଥିଲା |
