ସ୍ଵଂୟ ଶାସିତ ମହାବିଦ୍ୟାଳୟଠାରେ ଛାତ୍ର ବିଜେଡ଼ି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ

add-all

ଫୁଲବାଣୀ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏବଂ ରାଜ୍ୟ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଆହ୍ବାନ କ୍ରମେ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ଆଜି ଜିଲ୍ଲା ଛାତ୍ର ସଭାପତି ସୁନିଲ ସେଠୀଙ୍କ ନେତୃତ୍ଵରେ ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ଉପ ସଭାପତି ସୁଜିତ୍ ପାଲଟା ସିଂ ଜିଲ୍ଲା ଛାତ୍ର ଉପ ସଭାପତି ପ୍ରବୀଣ ବେହେରା, ଅନୁପ କୁମାର, ପପୁ ବେହେରା, କ୍ରିଷ୍ଣା ଏବଂ ଆକାଶ ଦିଗାଲ ଓ ଅନ୍ୟାନ୍ୟ ଛାତ୍ର ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.