କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍

add-all

ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ରେଡ୍ ଚାଲିଛି। ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଇଡି ରେଡ୍। କେଉଁ ପ୍ରସଙ୍ଗରେ ରେଡ୍ ହେଉଛି ଜଣାପଡ଼ିନାହିଁ। ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ad-week
Leave A Reply

Your email address will not be published.