ରାଏବଗା ବିଜେପି ମଣ୍ଡଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲଳ ଅନ୍ତର୍ଗତ ରାଏବଗା ପଞ୍ଚାୟତର ରାମେଶ୍ୱର କଂପ୍ଲେକ୍ସ ରେ ଆଜି ତା: ୦୬/୦୪/୨୫ ରିଖ ଦିନ ୧୨. ୩୦ ସମୟରେ ବିଜେପି ମଣ୍ଡଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଏବଗା ସ୍ଥାନୀୟ ଅଞ୍ଚଳର ମଣ୍ଟୁ ଯାଈଶ୍ୱାଳ, ଆମର୍ଜିତ ସାହୁ, ପ୍ରମୋଦ ପ୍ରସାଦ ଓ ନରେଶ ସାହୁ ଏବଂ ବିଜେପି ମଣ୍ଡଳର ଭଦ୍ରବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.