ନର ରାକ୍ଷସମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯାଉ : ସମାଜସେବୀ ସୁଶାନ୍ତ ସାବତ

add-all

ଜାମୁକାଶ୍ମୀରରେ ପର୍ଯ୍ୟଟକ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର : ବ୍ରହ୍ମପୁର ହିଲପାଟଣା ସ୍ଥିତ ମହାନ ସଙ୍ଘ ଅଫିସ ଠାରେ ଜାମୁକାଶ୍ମୀର ରେ ଘଟି ଥିବା ଆତଙ୍କବାଦୀ ଆକ୍ରମଣ ରେ ଜୀବନ ହାରିଥିବା ବ୍ୟକ୍ତି ଙ୍କ ଉଦେଶ୍ୟରେ ଶୋକ ସଭା ସଭାପତି ସୁଶାନ୍ତ ସାବତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆତଙ୍କବାଦୀ ଙ୍କ ମନ ରେ ଆତଙ୍କ ସୃଷ୍ଟି କରି ନରରାକ୍ଷସ ମାନ ଙ୍କୁ ଯଥା ଶୀଘ୍ର ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ସଭାପତି ଶ୍ରୀ ସାବତ ମତ ବ୍ୟକ୍ତ କରିଥିଲେ l ଶ୍ରୀ ଭିଷ୍ମ ଆଚାର୍ଯ୍ୟ ଚୌଧୁରୀ,ସୁରେଶ ତ୍ରିପାଠୀ,ହରିକୃଷ୍ଣ ମିଶ୍ର, ନିବେଦିତା ପାଢ଼ୀ, ସୁନନ୍ଦା ମହାପାତ୍ର, ରାମରମଣ ପ୍ରହରାଜ, ସମରସେନ ପତ୍ର, ଶ୍ରୀକାନ୍ତ ଦାସ, ଆଦିତ୍ୟ ରଥ, ତପନ ପଣ୍ଡା ଶୋକ ଶୋଭା ରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଦୁଇ ମିନଟ ନିରବ ପାର୍ଥନା କରିଥିଲେ. ଏହି ଅବସରରେ ଆହତ ବ୍ୟକ୍ତି ଙ୍କ ଆଶୁ ଅରାଗ୍ୟ କାମନା କରିଥିଲେ |

ad-week
Leave A Reply

Your email address will not be published.