ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ

youtube

ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି।

ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି ସାମଲ, ବାଣିଜ୍ୟରେ ବିଜୟାଲକ୍ଷ୍ମୀ ମକାଡାମ୍ ଓ କଳାରେ ଯୋଗେଶ୍ବର ଦାସ ରହିଛନ୍ତି।

Leave A Reply

Your email address will not be published.