ନବ ଦାସ ହତ୍ୟା ମାମଲା: ତ୍ୱରିତ ବିଚାର ପାଇଁ ପିପିଙ୍କ ସହ କ୍ରାଇମବ୍ରାଞ୍ଚର ଆଲୋଚନା

add-all

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତର ଦ୍ଵିତୀୟ ପର୍ଯ୍ୟାୟ ଛାନଭିନ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ ଅତିରିକ୍ତ ଏସପି ବିଜୟ ମଲ୍ଲିକ ଝାରସୁଗୁଡ଼ା ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ପହଞ୍ଚି ପବ୍ଲିକ ପ୍ରସିକ୍ୟୁଟରଙ୍କ ସହ ଦୀର୍ଘ ଅଧ ଘଣ୍ଟା ଧରି ଆଲୋଚନା କରିଛନ୍ତି।

ବିଚାର ପ୍ରକ୍ରିୟାକୁ କିଭଳି ତ୍ୱରିତ କରାଯିବ, ଶୁଣାଣି ତାରିଖ ଶୀଘ୍ର ଶୀଘ୍ର ଆସିବ ସେନେଇ ପିପିଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିବା ଶ୍ରୀ ମଲ୍ଲିକ କହିଛନ୍ତି।

ad-week
Leave A Reply

Your email address will not be published.