ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା; ରବୀନ୍ଦ୍ର ଜେନାଙ୍କୁ ସାମୟିକ ଆଶ୍ବସ୍ତି

youtube

ଭୁବନେଶ୍ବର: ସି-ସୋର୍ ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ ।

ସି-ସୋର୍ ଚିଟଫଣ୍ଡ କେସରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ଆସନ୍ତା ୧୪ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା ସିବିଆଇ । ସେପଟେ, ହାଇକୋର୍ଟ ଏହା ଉପରେ ଶୁଣାଣି କରି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେସ୍‍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇ ଦେବାକୁ ରବୀନ୍ଦ୍ର ଜେନା ହାଇକୋର୍ଟ ଯାଇଥିଲେ ।

Leave A Reply

Your email address will not be published.