ଉଡାଣର ୧୪ ସେକେଣ୍ଡ ପରେ ଖସିପଡିଲା ରକେଟ୍

add-all

ନୂଆଦିଲ୍ଲୀ : ଭୂପୃଷ୍ଠରୁ କକ୍ଷପଥରେ ପହଞ୍ଚିବାକୁ ଚେଷ୍ଟା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ନିର୍ମିତ ରକେଟ୍ ବୁଧବାର ଉଡାଣର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇଥିବା ଜଣାପଡିନାହିଁ।
ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କମ୍ପାନୀ ଏହି ପରେକୁ ସଫଳ ବୋଲି କହିବା ସହ ପ୍ରଶଂସା କରିଛି। କମ୍ପାନୀ ପୂର୍ବରୁ କହିଥିଲା ଯେ ଯଦି ରକେଟ୍ ଭୁପୃଷ୍ଠରୁ ସାମାନ୍ୟ ଉପରକୁ ଉଠିବ ତେବେ ତାହାକୁ ସଫଳ ବୋଲି ବିବେଚନା କରାଯିବ।

ad-week
Leave A Reply

Your email address will not be published.