ଚୋରା ବାଲି ଚାଲାଣ ବେଳେ ପୋଲିସ ଦ୍ୱାରା ଦୁଇ ଗାଡ଼ି ଅଟକ….!

add-all

ନକଲି ୱାଇ ଫର୍ମ ରେ ହେଉଛି ଚୋରା ବାଲି ଚାଲାଣ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ସୁବର୍ଣ୍ଣେସ୍ବର ମନ୍ଦିର ନିକଟରେ ଚୋରା ବାଲି ଚାଲାଣ ବେଳେ ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ। ପୋଲିସ ର ପେଟ୍ରୋଲିଙ୍ଗ ଦେଖି ବାଲି ମାଫିଆ ମାନେ ବାଲି ଉତ୍ତୋଳନ ଦୁଇ ଦିନ ହେଲା ବନ୍ଦ ରଖିଥିଲେ।ପୁଣି ଚୋରା ବାଲି ଚାଲାଣ ଆରମ୍ଭ ହୋଇଥିଲା ବେଳେ ପୋଲିସ କୁ ଅନ୍ୟ ଗାଡ଼ି ଚାଲି ଯାଇଥିବା ବେଳେ ଦୁଇଟି ଗାଡ଼ିକୁ ପୋଲିସ ଥାନାକୁ ଆଣି ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି। ପୋଲିସ ର ଆକ୍ଟିଭମୁଡ଼ ଦେଖି ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ବିନା ୱାଇ-ଫର୍ମ ନକଲି ୱାଇ ଫର୍ମ ଆସିକା ଅଞ୍ଚଳ ରେ ବହୁଳ ଭାବେ ପ୍ରଚଳିତ ହେଉଛି। ଚଢ଼ାଉ ବେଳେ ଅସଲି ନକଲ ଜାଣିବା ପୂର୍ବରୁ ରାଜନୈତିକ ନେତାଙ୍କ ସୁପାରିଶ ଆରମ୍ଭ ହୋଇ ଯାଉଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.