କତାମେଟା(କେନ୍ଦୁପତ୍ର)ବନାଞ୍ଚଳ ଆନୁକୂଲ୍ୟରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ

youtube

ମାଲକାନଗିରି : ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଶ୍ରୀ ଏ.ଉମା ମହେଶଙ୍କ ତତ୍ୱାବଧାନ ରେ କତାମେଟା କେନ୍ଦୁପତ୍ର ବନାଞ୍ଚଳ ଅନୁକୂଲ୍ୟ ରେ ପେଦାବେଡ଼ା ପଞ୍ଚାୟତ ଡଙ୍ଗରଗୁଡ଼ା ଗ୍ରାମରେ ଏକ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ ସ୍ୱାସ୍ଥ୍ୟଶିବିର ରେ ଗ୍ରାମ ର ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଔଷଧ ମଧ୍ୟ ନେଇଥିଲେ ଏହି ଶିବିର ରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ଅଭିଷେକ ମିଶ୍ର ଫାର୍ମାସିଷ୍ଟ ଗାୟତ୍ରୀ ମିଶ୍ର,ରାହୁଲ ବିଶ୍ୱାସ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିବା ବେଳେ ବନାଞ୍ଚଳ ଅଧିକାରୀ ବେତାଳ ଜୟରାମ,ବନପାଳ ଧିରେନ ସଥପତି, ବିବେକାନନ୍ଦ ସାନ୍ତରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ

Leave A Reply

Your email address will not be published.