କଟକ : ୩୮ ଲକ୍ଷ୍ ୫୦ ହଜାର ଟଙ୍କାର ହେରୋଇନ୍ ଜବତ୍ । ଜାତୀୟ ରାଜପଥ ୧୬, ମଙ୍ଗୁଳି ଛକ ନିକଟରେ ଧରିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ୱାଡ । ୩୮୫ ଗ୍ରାମ ହେରୋଇନ୍ ଜବତ୍ । ନିଶା ଦ୍ରବ୍ୟ ସହ ଅଭିଯୁକ୍ତ ଜଗନ୍ନାଥ ଜେନା ଗିରଫ । ଅଭିଯୁକ୍ତର ଘର ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର ଅଞ୍ଚଳରେ ।
Recover your password.
A password will be e-mailed to you.

Prev Post
Recover your password.
A password will be e-mailed to you.