ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ଉଡ଼ିଲା ଡ୍ରୋନ

youtube

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍ । ପତିତପାବନ ବାନା ବନ୍ଧା ଯିବା ସମୟରେ ଡ୍ରୋନ ଚକ୍କର କାଟୁଥିବା ନଜରକୁ ଆସିଥିଲା । ପ୍ରାୟ ୧୫-୨୦ ମିନିଟ୍ ଧରି ଉଡ଼ିବା ପରେ ଉଦ୍ଭାନ ହୋଇଯାଇଥିଲା ଡ୍ରୋନ୍ । ଆଜିକୁ ପ୍ରାୟ ତିନି ଦିନ ହେଲା ଶ୍ରୀମନ୍ଦିର ଉପରେ ଲଗାତାର ଭାବେ ଡ୍ରୋନ୍ ଉଡୁଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ଏବଂ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।

Leave A Reply

Your email address will not be published.