ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

youtube

ଭୁବନେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ CM ରେସରେ ପରିବାର ।  ମୁଖ୍ୟମନ୍ତ୍ରୀଙ୍କୁ  ଦେଖା କରି ଅଭିଯୋଗ ଜଣାଇବାକୁ ଆସିଛନ୍ତି ପରିବାର । ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ।  ଏନେଇ ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା । ଏନେଇ ସମୟ ନେଇଥିଲୁ ସୋଜନ୍ୟମୁଳକ ସାକ୍ଷାତ ପାଇଁ । ୫ଟାରେ ସାକ୍ଷାତ ପାଇଁ ସମୟ ସ୍ଥିର ହୋଇଛି ।  ସେମାନେ ସାକ୍ଷାତ କରିବାକୁ ଚାହୁଁଛନ୍ତି । ସେମାନେ ଦେଖା ହେବାକୁ ଚାହୁଁଛନ୍ତି ।  ବୋଧହୁଏ ଦେଖା ହୋଇ ଜଣାଇବେ ।  ବହୁତ ଗୁଡିଏ କଥା ଅଛି ବୋଲି ଅନୁମାନ କରାଯାଉଛି ।  ମୁଁ କହିପାରିବିନି ତଦନ୍ତ ହେଲେ ଜଣାପଡ଼ିବ ।  ଏହି ମାମଲାର ତଦନ୍ତ ପୁରା ଠପ୍ ଥିଲା ।

Leave A Reply

Your email address will not be published.