ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

add-all

ବରଗଡ: ବରଗଡ଼ ଜେଲରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୁଲିସର ଛାନଭିନ ଜାରି ରହିଛି। ମୃତ କଏଦୀ ଜଣକ ଅତାବିରା ଥାନା ଅଞ୍ଚଳ ଜହ୍ନାପଡା ଗାଁର ପ୍ରାୟ ୪୦ ବର୍ଷିୟ ଗିରିଧାରୀ ରୋହିଦାସ ହୋଇଥିବା ସୂଚନା ରହିଛି। ଏକ ପୋକ୍ସୋ ମାମଲାରେ ସେ ବିଚାରାଧିନ ଭାବେ ଜେଲରେ ଥିଲେ। ସୂଚନା ମୁତାବକ ଇନଭର୍ଟର ତାର ଛିଣ୍ଡ ଗିରିଧାରୀଙ୍କ ହାତରେ ଲାଗିଥିବା ଦେଖିବାକୁ ମିଳିଛି । ଘଟଣାରେ ପୁଲିସ ତଦନ୍ତ କରୁଛି ।

ad-week
Leave A Reply

Your email address will not be published.