ରାଜ ରାସ୍ତାରେ ଛାତ୍ରଛାତ୍ରୀ…

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମିଳିତ ବିକ୍ଷୋଭ।ସୂଚନାଯୋଗ୍ୟ ଗତ ଦୀପାବଳୀ ଅବସରରେ ବିଦ୍ୟାଳୟ ଛୁଟି ଥିବା ସମୟରେ ପ୍ରଧାନଶିକ୍ଷକ ସନ୍ଧ୍ୟା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଦୀପାବଳି ପାଳନ କରିଥିଲେ।ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ପରେ ଏହାକୁ ନେଇ ତୁମ୍ଭିତୋଫାନ ହେବା ସହ ବିଇଓ ପିଣ୍ଟୁ ପ୍ରଧାନ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଥିଲେ।

ad-week
Leave A Reply

Your email address will not be published.