ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ

youtube

ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ, ୫ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ୨୫୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ ହୋଇଥିଲା । ଆୟ ଠାରୁ ଏତେ ଅଧିକ ସଂପତ୍ତି କେଉଁଠୁ ଆସିଲା, ସେ ନେଇ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ।

Leave A Reply

Your email address will not be published.