ବନ୍ଧା ହେଲେ ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ

youtube

ଭୁବନେଶ୍ୱର : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କର ବରଗଡ଼ ସହରରେ ଏକ ବହୁତଳ କୋଠା, ସମ୍ବଲପୁର ସହରରେ ଗୋଟିଏ ବିଲଡିଂ ରହିଛି । ସେହିପରି ୧୬ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା । ବାସୁଦେବ ଭୋିଙ୍କ ଗୋଟିଏ କାର ମଧ୍ୟ ରହିଛି । ତେବେ ଆୟଠୁ ଅଧିକ ସଂପତ୍ତି ଠୁଳ କରିବା ସଂପର୍କରେ ବାସୁଦେବ ଭୋଇ ଭିଜିଲାନସକୁ କୌଣସ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

Leave A Reply

Your email address will not be published.