ରାଜନୀତି ରଙ୍ଗ ଭଲ: ମନମୋହନ

add-all

ଭୁବନେଶ୍ଵର : ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଓଡ଼ିଶା ସମୃଦ୍ଧ ହେଉ, ଏକ ନମ୍ୱର ରାଜ୍ୟ ହେଉ। ବିକଶିତ ଭାରତରେ ଓଡ଼ିଶାର ବଡ଼ ଯୋଗଦାନ ରହୁ। ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା ଅଲଗା।

ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି, ଭଲ କରିପାରିଲେ ଭଲ। ଆମେ ଯାହାକୁ ସମର୍ଥନ ହେଉ, ପୂର୍ଣ୍ଣମାତ୍ରାରେ ସମର୍ଥନ ହେଇଥାଉ। ଦିଲ୍ଲୀପ ରାୟ ଜଣେ ଅନୁଭବୀ ନେତା, ବହୁଥର ବିଧାୟକ ଓ ସାଂସଦ, କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ରାଜ୍ୟରେ ମଧ୍ୟ ମନ୍ତ୍ରୀ ଥିଲେ। ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ବିଶ୍ୱାସ ରହିଛି।

ad-week
Leave A Reply

Your email address will not be published.