ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

newyr25

କୋରାପୁଟ : ଗତ ଛଅ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସ୍ପର୍ଟସ କମ୍ପ୍ଲେକ୍ସ କୋରାପୁଟ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ କୋରାପୁଟ ମ୍ୟୁନିସିପାଲଟି, ଜିଲ୍ଲା କ୍ରୀଡା ଅଧିକାରୀ , ଯୋଗ ପ୍ରଶିକ୍ଷକ ସହ ବିଭିନ୍ନ ବର୍ଗର ମହିଳାମାନେ, ଏବଂ ଖେଲୋ ଇଣ୍ଡିଆ ସେଣ୍ଟର କୋରାପୁଟ କୋଚମାନେ ଯୋଗଦାନ କରିଥିଲେ।

ଆଜି ପ୍ରଥମ ଦିବସ ଶକ୍ତି ସ୍ୱରୂପିଣୀ’ (Her Body | Her Power) ଅବସରରେ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ / ସାମୁହିକ ଫିଟନେସ୍ ତଥା ଶାରୀରିକ କାର୍ଯ୍ୟକଳାପ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Leave A Reply

Your email address will not be published.