ବୋମା ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

add-all

ଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। ଷଡଙ୍ଗୀ ରେଜ ଲତାଦେଇପୁର ଜଙ୍ଗଲରେ ଘଟିଛି ଏଭଳି ଘଟଣା। ବୋମା ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହେଉଛି ମାଈ ହାତୀ| ହାତୀ ଉପରେ ନଜର ରଖିଛି ବନ ବିଭାଗ। ଆବଶ୍ୟକ ହେଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ବନ ବିଭାଗ କହିଛି।

ad-week
Leave A Reply

Your email address will not be published.