ମେ’ ୧ରୁ ରବିଧାନ ସଂଗ୍ରହ

add-all

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ରାଜ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ଏହା ଜୁନ୍‌ ୩୦ ତାରିଖ ଯାଏ ଚାଲିବ। ରବି ଧାନ ସଂଗ୍ରହ ହେବାକୁ ଥିବା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାର ଜିଲାପାଳଙ୍କୁ ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ଗାଇଡଲାଇନ ଜାରି କରିଛନ୍ତି।

ad-week
Leave A Reply

Your email address will not be published.