ନୂତନ ଶନିଦେବଙ୍କ ମନ୍ଦିର ବିଗ୍ରହର ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରୋମ…

Independence

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର ମହକୁମା ସ୍ଥିତ ଡି, ଏନ, କେ, ରେ ଧବୋଳେଶ୍ୱର ମନ୍ଦିରର ଅପାରପାର୍ଶରେ ନୂତନ ଶନିଦେବଙ୍କ ମନ୍ଦିରର ବିଗ୍ରହମାନଙ୍କ ଧାନ୍ୟାଧୀବାସ, ପୂଜା ପାଠ, ବେଦ ପାଠ, ଗୁରୁ ପୂଜା କରି ପ୍ରାଣ ପ୍ରତିଷ୍ଟା କରିବା ପାଇଁ ଆଜି ସକାଳରୁ ପୂଜା ଅର୍ଚ୍ଚନା ଆରମ୍ଭ ହେଲା, ସନ୍ଧ୍ୟା ବେଳେ ନାମ ସଂକିର୍ତନ ହେବ, ମହାସମାରୋହରେ ପୂଜକ ମାନେ ଭକ୍ତି ନିଷ୍ଠା ସହିତ ପୂଜା କରୁଥିବାରୁ ଦେଖିବାକୁ ମିଳିଲା, ପୂଜାଅନ୍ତେ ମନ୍ଦିରେ ବିଗ୍ରହ ମାନଙ୍କ ପ୍ରତିଷ୍ଟା କରାଯିବ,କୋଳିଯୁଗରେ ଶନିଦେବଙ୍କ ମହିମା ଅପରାମ୍ପର ଯାହା ପ୍ରତି ଶନିଦେବଙ୍କ କୁରୁଣା ହୁଏ ତାହାଙ୍କ ଜମରାଜାଙ୍କ ଭୟ ନ ଥାଏ ବୋଲି ସ୍ଥାନୀୟ ବାସିନ୍ଧା ମାନେ ମତ ଦେଇଛନ୍ତି

ad-week
Leave A Reply

Your email address will not be published.