ସ୍କୁଲ କର୍ତ୍ତୃପକ୍ଷ ଓ ବନ ବିଭାଗ ଜାଣତରେ 5ଟି ସ୍କୁଲ ଘର ରୂପାୟନ ନାଁରେ କାଟିବିକି ଦେଲେ ଶହ ଶହ ଗଛ

add-all

ରାଉରକେଲା (୧୫/୦୫) : ଗତକାଲି ସ୍କୁଲ ଘର ନିର୍ମାଣ ନା ରେ କାଟି ନେଇ ଗଲେ ସ୍କୁଲ ରେ ଥିବା ଶହ ଶହ ଗଛ, ନା ଅଛି ଜଏଣ୍ଟ ଭେରୀଫିକେଶନ, ନା ବନବିଭାଗ ର ତଦନ୍ତ, ଏତେ ମାତ୍ରାରେ କିପରି ଗଛ କଟା ଗଲା ଏବଂ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଝରକା ପାଖରୁ ତା ଏବେ ପ୍ରଶ୍ନ ଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଗଛ କଟା ବିଷୟରେ ମୁ କିଛି ଜାଣିନି | ଏହି ସ୍କୁଲ ର ଜଣେ କିରାଣୀ ଏହି ଗଛ କାଟି ବିକି ଦେଇଥିବା ଗ୍ରାମବାସି ଅଭିଯୋଗ କରିଥିବା ବେଳେ କିରାଣୀ କହିଛନ୍ତି ମୁ ବିକିନି, ଏ ନେଇ ରେଞ୍ଜର ପ୍ରତି କ୍ରିୟା ଦେଇ ନଥିଲେ, ଏହି ଘଟଣା ଦେଖିବାକୁ ମିଳିଚ୍ଛି ସୁନ୍ଦରଗଡ଼ ବାଙ୍କୀ ରେଞ୍ଜର ଟେଣ୍ଟେଙ୍ଗାଗିଳl ହାଇସ୍କୁଲ ରେ । 5ଟି ଯୋଜନା ରେ ଆସୁଛି ସ୍କୁଲ ଘର ଅlଉ ଏହି ଘର ତିଆରି ବାହାନା ରେ ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଗଛ କାଟି ବିକି ଦେଲେ,ସ୍କୁଲ ର ଜଣେ କିରାଣୀ ବୋଲି DFO ଓ ରେଞ୍ଜର ଙ୍କୁ ଜଣାଇ ଥିଲେ ମଧ୍ୟ କିଛି କାର୍ଯ୍ୟନୁଷ୍ଠାନ ନାହିଁ, ଏଠି ସହ ସହ ଗଛ କଟା ଗଲା ହେଲେ ସ୍ଥାନୀୟ ଅଂଚଳ ର ଫରେଷ୍ଟର, ଗାର୍ଡ କିପରି ଜାଣି ପାରିଲେନି ତା ଏବେ ପ୍ରଶ୍ନ ହୋଇଛି, ଯୋଉଠି ସ୍କୁଲ ଘର ହେଲା ସେଠି ଯେତିକି କଟlଗଲା ତାଠୁ ଅଧିକ କଟା ଗଲା ସ୍କୁଲ ର ଚାରି ପାର୍ଶ୍ଵରେ। ସରକାର ଗଛ ଲଗାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ସ୍କୁଲ କର୍ତ୍ତୃପକ୍ଷ କିପରି ଏପରି କଲେ, ଅନ୍ୟ ପଟେ ଏହି ଗଛ ଥିବାରୁ ଛାତ୍ର ଛାତ୍ରୀ ମାନେ ଟିକେ ଛାଇ ତଳେ ବୁଲୁ ଥିଲେ, ବସୁଥିଲେ ଯାହା ଆଜି ମରୁଭୂମି କରିଦେଲେ, ଯଦି ପ୍ରଶାସନ ସଠିକ ପଦକ୍ଷେପ ନ ନିଅନ୍ତି, ତାହେଲେ ରାଉରକେଲା DFO ଅଫିସ ଘେରାଉ କରିବୁ ବୋଲି କହିଛନ୍ତି ଗ୍ରାମବାସୀ।
ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଗଛ କଟା ବିଷୟରେ ମୁ ଜାଣିନି, ସ୍କୁଲ ର କିରାଣୀ କହିଛନ୍ତି vss କମିଟି ସେ କରିଛନ୍ତି ମୁ ବିକିନି କି ମୁ ଜାଣିନୀ,ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅଜାଣତରେ ଏତେ ଗଛ କାଟି ନେଇ ଗଲେ ଅଥଚ କର୍ତ୍ତୃପକ୍ଷ ଜାଣି ନପାରିବା ଏବେ ସନ୍ଦେହ ହେଉଥିବା ବେଳେ ସ୍କୁଲ ଲାଗି ଘଛ କଟା ଯାଇ ପାରିବନି ନିୟମ ଥିବା ଏବଂ ଗଛ କାଟିବା ପୂର୍ବରୁ DFO ଙ୍କୁ ଅନୁମତି ପରେ ଗାର୍ଡ, ଫରେଷ୍ଟର ବନବିଭାଗ, RI ମିଳିତ ତଦନ୍ତ ହେଲା ପରେ ବନବିଭାଗ ର ପଦକ୍ଷପ ନନେବା କଥା କିନ୍ତୁ ଏଠି ସବୁ କୁ ଫୁ କରି ଦେଇଛନ୍ତି,ଏବେ ଗ୍ରାମବାସୀ ଙ୍କ ସନ୍ଦେହ ହୋଇଛି, ଏ ନେଇ ବାଙ୍କୀ ରେଞ୍ଜର ଙ୍କୁ ଏ ନେଇ ପଚାରି ବାରୁ ସେ କେମେରା ଆଗରେ କିଛି କହିବାକୁ ମନlକରିଥିଲେ।

ad-week
Leave A Reply

Your email address will not be published.