ସଡ଼କ ଦୁର୍ଘଟଣାରେ ଯୁବତୀର ଦୁଇଟା ଗୋଡ଼ ଅକାମି…

add-all


ଉମରକୋଟ : ନବରଂପୁର ଜ଼ିଲ୍ଲାର ବେହେଡ଼ା ଠାରେ ଆଜି ଏକ ସଡ଼କ ଦୁର୍ଗଟଣା ଦେଖିବାକୁ ମିଳିଛି, ଛତିଶଗଡ଼ର କେରାଡିହି ଗ୍ରାମର ପାରମୋନ ନେତାମ ତାଙ୍କ ଝିଅ କିଷାନ୍ତା ନେତାମକୁ ଏକ ମୋଟର ସାଇକେଲରେ ନେଇ ତାଙ୍କର ସମ୍ପର୍କୀୟଙ୍କୁ ଘରୁ ଏକ ଅନୁଷ୍ଠାନିକ କାର୍ଯ୍ୟରେ ରାଇଘର ଉମରକୋଟରେ ଯାଉ ଥିଲେ, ଏକ ୱାଗାନର କାର (waganor car ) ଯାହାର ନମ୍ବର OD 10 D3344 ଉମରକୋଟରୁ ଅତି ଦ୍ରୁତ ଗତିରେ ଆସି ବେହେଡ଼ା ବ୍ରିଜ ପାର ହେବା ପରେ କାରଟି ର ଆଗ ଚକା ଫାଟି ଯାଇଥିଲା ଯାହା ଫଳରେ ଭାରସମ୍ୟ ହରାଇ ରୋଡର ଲେଫ୍ଟ ସାଇଡ ନ ଯାଇ ରାଇଟ ସାଇଟର ମାଟି ରାସ୍ତାକୁ ଯାଇ ମୋଟର ସାଇକେଲ ଯୋଗେ ଆସୁଥିବା ଆରୋହୀ କୁ ପିଟି ହୋଇଥିଲା , କାରଟିର ଆସିବା ଏତେ ଅନ ବାଲେନ୍ସ ଥିଲା କି ମୋଟର ସାଇକେଲ ରେ ବାଜି ଛିଟିକି ପଡିଥିଲା ଯାହାଫଳରେ ଏହି ଦୁର୍ଗଟଣାରେ ଯୁବତୀ ସାଙ୍ଘାତିକ ଭାବେ ଦୃଘଟଣା ଗ୍ରସ୍ତ ହୋଇ ଥିଲେ , ସେଠି ଥିବା କିଛି ପ୍ରତାକ୍ଷୋଦର୍ଶୀ ସଙ୍ଗେ ସଙ୍ଗେ ରାଇଘରରୁ 108 ଯୋଗେ ଉମରକୋଟ ହସ୍ପିଟାଲ କୁ ଆଣିଥିଲେ, ଉମରକୋଟ ପ୍ରଥମ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଲୟରେ ରେଫାର କରିଥିଲେ କିନ୍ତୁ ନବରଙ୍ଗପୁର ହସ୍ପିଟାଲ ଯୁବତୀ ଙ୍କୁ କୋରାପୁଟ ହସ୍ପିଟାଲରେ ରେଫାର କରିଦେଲେ, ସେଠାରେ ଜଣାପଡିଛି ଯୁବତୀ ଜଣକ ଦୁଇଟା ଗୋଡ଼ ଅକାମି ହୋଇ ପାରେ ଯାହାଫଳରେ ଏହା ଶୁଣିବା ପରେ ଯୁବତୀ କାନ୍ଦି କାନ୍ଦି ବେହୁଶ ହୋଇ ଯାଇଥିଲେ , ତାଙ୍କର ବାପାଙ୍କ ମଧ୍ୟ ସାମାନ୍ୟ ଆଘାତ ଲାଗିଛି ପ୍ରତେକ୍ଷ୍ୟ ଦର୍ଶି କହିବା କଥା ଗାଡ଼ି ଟିର ଆଗ ଚକା ଫାଟି ଯିବା କାରଣ ରୁ ଭାର ସାମ୍ୟ ହରାଇ ଏହି ଭଳି ଦୁର୍ଘଟଣାରେ ଶିକାର ହେଲା

ad-week
Leave A Reply

Your email address will not be published.