ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା

add-all

ସୋର : ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର ବାସନ୍ତୀ ବିନ୍ଧାଣି ହାଣ୍ଡିଆ ବିକ୍ରୀ କରୁଥିବା ବେଳେ ଦିବ୍ୟାଙ୍ଗ ନବଜାତ ଶିଶୁ କାନ୍ଦ ଶୁଣି ନିକଟକୁ ଯାଇ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଜୈନିକ ବ୍ୟକ୍ତିଙ୍କ ଘରେ କ୍ଷୀର ପିଆଇ ଶିଶୁଟିକୁ ନେଇଆସି ଘରେ ରଖିଛନ୍ତି। ଶିଶୁ ଟିକୁ ଉଦ୍ଧାରକରାଯାଇ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଦାବି ହେଉଛି ।

ad-week
Leave A Reply

Your email address will not be published.