ଆଇପିଏସ୍ ସଞ୍ଜୟ କୁମାର ହେଲେ ଏଡିଜି ଆଧୁନିକୀକରଣ

add-all

ଭୁବନେଶ୍ବର: ମଙ୍ଗଳାବାର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଆଇପିଏସ ସଞ୍ଜୟ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସଞ୍ଜୟ କୁମାରଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ, ଆଧୁନିକୀକରଣ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସଞ୍ଜୟ କୁମାର। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.