ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା; ଅଭିଯୁକ୍ତ ରାଜୁ ସାହୁ ଗିରଫ

add-all

ଟିଟିଲାଗଡ଼ ବହୁ ଚର୍ଚ୍ଚିତ ରତ୍ନ ପଥର ଚୋରା ଖନନ ସମୟରେ ଦୁଇ ଶ୍ରମିକ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଖଣି ମାଫିଆ ରାଜୁ ସାହୁକୁ ଶେଷରେ ପୋଲିସ୍ କାବୁ କରିଛି।କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ଗାଁରେ ମୋବାଇଲ ଫୋନରେ କଥା ହେଉଥିବା ସମୟରେ ପୋଲିସ ଖବର ପାଇ ମୋବାଇଲକୁ ଟ୍ରାକ କରି ରାଜୁ ସାହୁକୁ ମାଡି ବସିଥିଲା ।

ad-week
Leave A Reply

Your email address will not be published.