ନାବାଳିକା କୁ ଅସଦାଚରଣ ପଡିଲା ମହାଙ୍ଗା : ବନ୍ଧା ହେଲା ଯୁବକ…

add-all

ବ୍ରହ୍ମପୁର : ହିଞ୍ଜିଳି ଥାନା ଆନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ର ମହୁଲପଲ୍ଲୀ ଗ୍ରାମ ର ଅଟ ଚାଳକ ଙ୍କ ନାମ ମହେଶ୍ୱର ସାବତ (44) ଗତ ତାରିଖ 25/05/2022 ରେ ବୈଦ୍ୟନାଥପୁର ଥାନା ନିକଟସ୍ତ ଗୋକୋନେଶ୍ୱର ମନ୍ଦିର କୁ ଭୋଜି ପାଇଁ ଆସିଥିବା ବେଳେ ସେଠାରେ ଗୋଟିଏ ନାବାଳିକା କୁ ଅସଦାଚରଣ କରିଥିବା କୁ ନେଇ ବୈଦ୍ୟନାଥପୁର ଥାନା ରେ ଅଭିଯୋଗ ହୋଇଥିଲା ଯାହାକୁ ଭିତ୍ତି କରି ଥାନାର କେଶ ନମ୍ବର 163/22 ଏକ ମାମଲା ରୁଜୁ କରାଯାଇଥିଲା l ବୈଦ୍ୟନାଥପୁର ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏସ ଆଇ ଅଞ୍ଜଳି ବେହେରା ଏବଂ ତାଙ୍କ ଟୀମ ଆଜି 29/05/2022 ସକାଳୁ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହେଇଥିବା ବେଳେ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.