ପୋଚିଲିମା ରାଜସ୍ବ ନୀରିକ୍ଷକଙ୍କ କୋଠା ଉଦଘାଟନ କଲେ ଜିଲ୍ଲାପାଳ

add-all

ହିଞ୍ଜିଳିକାଟୁ (୨।୬) : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ପୋଚିଲିମା ଗ୍ରାମ ରେ ପୋଚିଲିମା ରାଜସ୍ବ ନିରୀକ୍ଷକ ଙ୍କ ନବ ନିର୍ମିତ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଈଯାଇଅଛି। ଗୁରୁବାର ହିଞ୍ଜିଳି କାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ କାଟି ପ୍ରଦ୍ଵିପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟାଳୟ ପୁର୍ତବିବାଗ ଦ୍ୟାରା ୨୨଼, ୯୬ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇଥିବା ବିଭାଗୀୟ ଅଧିକାରୀ ସୁଚନା ଦେଇଛନ୍ତି।

କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧକ୍ଷ ଏନ ରଘୁନାଥ, ଭେଣ୍ଡି ରବିନ୍ଦ୍ର ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ,ଅରବିନ୍ଦ ଦାସ, ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା,ସୌମ୍ୟ ପ୍ରକାଶ ମାଲିକ, ରୂପସି ବେହେରା, ରାମଚନ୍ଦ୍ର ମହାନ୍ତି, ମଧୁଲିକା ପାତ୍ର, ସଂଘମିତ୍ରା ନାୟକ, ସପନେ ଶ୍ୱରୀ ପାତ୍ର, ସଂଜୟ ବିଷୋୟୀ, ସୁନିଲ ମହାରଣା, ବିଳାଶ ନାହାକ, ଗୌତମ ରାଉତ,କୃଷ୍ଣଚନ୍ଦ୍ର ଯାନୀ,ଏସ ପୁରୁଷୋତ୍ତମ ରେଡ୍ଡୀ,ମଞ୍ଜୁଲତା ବେହେରା, ପ୍ରଦୀପ କୁମାର ପାତ୍ର,ଏନ ଜଗଦିସ ରାଓ, ସୁନିତା ପାତ୍ର, ତାରାପ୍ରସାଦ ମିଶ୍ର, ରଶ୍ମିତା ମଲିକ,ଶିବା ରାଓ,ପ୍ରମୁଖ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.