
ଢେଙ୍କାନାଳ: ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ। ଏଥିରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ ପ୍ରଶିକ୍ଷାର୍ଥୀ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ। ବିରାଶାଳ ଏୟାରଷ୍ଟ୍ରିପରେରେ ମହାରାଷ୍ଟ୍ରର କରଣ ମଲ୍ଲିକ ବିମାନ ପ୍ରଶିକ୍ଷଣ ନେଉଥିଳେ। ତେବେ ବିମାନଟି ଉଡାଣ ଆରମ୍ଭ କରିବା ବେଳେ ଖସିପଡିଥିଲ। ଏଥିରେ କରଣ ସାମାନ୍ୟ ଆହତ ହୋଇଛନ୍ତି।