ବାହାଘର ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

add-all

ନିଶ୍ଚିନ୍ତକୋଇଲି: ବାହାଘର ଭୋଜି ଖାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା। କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅଧିନସ୍ଥ ନାହାଳପୁର ତାରିଣୀ ଗଡା ନିକଟରେ ଆଜି ପ୍ରାୟ ଭୋର୍ ୪ଟା ସମୟରେ ଘରକୁ ଫେରିବା ବେଳେ ବାଇକ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ad-week
Leave A Reply

Your email address will not be published.