ହାତୀ ଛୁଆକୁ ଛାଡ଼ି ଚାଲିଗଲା ମାଆ ହାତୀ, ଉଦ୍ଧାର କଲା ବନବିଭାଗ

add-all

ଢେଙ୍କାନାଲ: ଛୁଆ ହାତୀକୁ ଛାଡ଼ି ଚାଲିଗଲା ମା’। ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆଁ ଶବର ସାହି ଗାଁ ନିକଟରେ ନବଜାତ ହାତୀ ଛୁଆକୁ ଛାଡ଼ି ମାଆ ହାତୀ ଚାଲି ଯାଇଛି।

ହାତୀ ଛୁଆଟି ଠିଆ ହୋଇନ ପାରିବାରୁ ମାଆ ହାତୀ ତାକୁ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଛି। ହାତୀ ଛୁଆକୁ ସାଲାଇନ ଓ ଇଞ୍ଜେକ୍‌ସନ ଦିଆଯାଉଛି।

ad-week
Leave A Reply

Your email address will not be published.