ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ

add-all

ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ ।

ଏହା ପରେ ଚକିତ୍ସା ଆରମ୍ଭ ହୋଇଥିଲା । ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ ସହ ସଙ୍ଘର୍ଷ କରିବାପରେ ଆଜି ଗୁଳିବିଦ୍ଧ ଦନ୍ତା ହାତୀଟିର ମୃତ୍ଯୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.