ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ଯୁବକଙ୍କ ଆତ୍ମହତ୍ୟା

add-all

ସୋର: ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରେ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ(୨୩) ସେନା ବାହିନୀରେ ଯୋଗ ଦେବାକୁ ଶାରରୀକ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ad-week
Leave A Reply

Your email address will not be published.