ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ: ଅଟକି ଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡଙ୍ଗା

add-all

ଚିଲିକା ମଝିରେ ଫସି ରହିଥିବା ଡଙ୍ଗାକୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ଜହ୍ନିକୁଦା ଚିଲିକା ନିକଟରେ ଫସି ରହିଥିଲା ଯାତ୍ରୀ ବାହି ଦେଶୀ ଡଙ୍ଗା । ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୨୦ଟି ବାଇକି ଫସି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିବା ପରେ ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ମସ୍ୟଜୀବୀଙ୍କ ଡଙ୍ଗା ପହଁଚି ଦଉଡି ସାହାଯ୍ୟରେ ଭିଡି ଚିଲିକା ପାର କରି ଯାତ୍ରୀ ମାନଙ୍କୁ ସାତପଡ଼ା ଘାଟ ନିକଟରେ ପହଞ୍ଚାଇ ଥିଲେ।

ସମସ୍ତ ଯାତ୍ରୀ ସୁରକ୍ଷିତ ରଖିବା ମଟର ବୋର୍ଟ ସଂଘ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.