କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

add-all

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। ସରକାରୀ ଅଧିକାରୀଙ୍କ ପରେ କୋଟିଆକୁ ଗୁପ୍ତ ଗସ୍ତ କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ।କୋଟିଆ ତାଡିବାଲସା ଗାଁକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ନେଇ ଆଲୋଚନା କରିଛନ୍ତି ।ଆନ୍ଧ୍ରର ଅନେକ ପ୍ରଶାସନିକ ଅଧିକାରୀ କୋଟିଆ ଗସ୍ତ କରୁଛନ୍ତି । ଓଡ଼ିଶାର ଅଜ୍ଞାତରେ ସେମାନେ ଗସ୍ତ କରି ପରିଭ୍ରମଣ କରୁଛନ୍ତି ।

ad-week
Leave A Reply

Your email address will not be published.