

ବ୍ରହ୍ମପୁର : ଚଳିତ ମାସ 8ତାରିଖ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ମେଡିକାଲ ଖେଳ ପଡିଆରେ ଆଜି ଉଦଯାପିତ ହୋଇ ଯାଇଛି ଏହି ଉଛବରେ ମୁଖ୍ୟ ଅତିଥି ରୂପେ ସାଂସଦ ଚନ୍ଦ୍ରଶେଖର ସାହୁ, ସନ୍ନମାନିତ ଅତିଥି ରୂପେ ବିଧାୟକ ବିକ୍ରମ ପଣ୍ଡା,ଜୀବନ ବିନ୍ଦୁର ସଚେତକ ସୁବାଷ ମହାରଣା ପ୍ରଫେସର DR ଅବନୀକାନ୍ତ ମିଶ୍ର, DR J . ସାଗର ପୃଷ୍ଟି,DR କିରଣ କୁମାର ପଟନାୟକ ଯୋଗ ଦେଇଥିଲେ ଏହି ଟୁର୍ନାମେଣ୍ଟରେ ମୋଟ ନଅଟି ଦଳ ଭାଗ ନେଇଥିଲେ ଫାଇନାଲ ମ୍ୟାଚ ବାରକ୍ସ ଫୁଟବଲ କ୍ଲବ (ବ୍ରହ୍ମପୁର) ସହ ଲିଓ ଫୁଟବଲ କ୍ଲବ (କରାପଲ୍ଲୀ) ମଧ୍ୟରେ ହୋଇଥିଲା ଏଥିରେ ବାରକ୍ସ କ୍ଲବ ଚାରି. ସୁନରେ (4 /0)ଏକ ତରଫା ଭାବେ ବିଜୟୀ ଲାଭ କରିଥିଲା ବିଜୟୀ ଦଳ ପକ୍ଷରୁ ରାଜେଶ ଦୁଇଟି ଗୋଲ ମାରି ଦଳକୁ ବିଜୟୀ କରିଥିଲେ ମେନ ଅଫ ମ୍ୟାଚ ତ୍ରିଦେବ ମୁଖି ସର୍ବlଧଦି 11ଟି ଗୋଲ କରିଥିଲେ ମ୍ୟାଚ ପରିଚାଳନା (ରିଫେରୀ)କରିଥିଲେ ରଂଜିତ ମହାନ୍ତି ଲାଇନ୍ସ ମେନ ଭାବେ ବିଶ୍ୱ ନାଥ, ଅଭିରାମ ଦାଇତ୍ୱ ତୁଲାଇଥିଲେ ସ୍କୋରର ଭାବେ ଗୋପାଳ ଚନ୍ଦ୍ର ପଣ୍ଡା ଥିଲେ ଗଞ୍ଜାମ ଜିଲ୍ଲାର ଏଥେଲେଟିକ ସଙ୍ଘରସଦସ୍ୟ . ଆପ୍ପା ରାଓ,ସୀତାରାମ ଵେବତ୍ୟା ,ବସନ୍ତ ପାଣିଗ୍ରାହୀ, ପ୍ରଫୁଲ୍ଲ ପଟ୍ଟନାୟକ, ଶରତ ମହାପାତ୍ର, ବିଜୟ ପଟ୍ଟନାୟକ ସୁରେନ୍ଦ୍ର ପଟ୍ଟନାୟକ ବାରକ୍ସ ଟୀମର ମେନେଜର ସତ୍ୟନାରାୟଣ ନିଜ ଟିମ ବିଜୟରେ ବହୁତ ଖୁସି ହୋଇ ସମସ୍ତ ଖେଳାଳୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ