ବର୍ଷାଙ୍କ ନିକଟକୁ ଭାଗବତ ପଠାଇଲେ ଅନୁଭବ

add-all

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି। କୋର୍ଟର ଶୁଣାଣି ପରେ ସୋମବାର ଅନୁଭବ ବର୍ଷାଙ୍କ ଓକିଲଙ୍କ ମାଧ୍ୟମରେ ବର୍ଷାଙ୍କ ପାଇଁ ଶୀମଦ ଭାଗବତ ପଠାଇଥିବା ଜଣାପଡ଼ିଛି। ଭାଗବତ ପଢି ବର୍ଷା ନଜକୁ ଶାନ୍ତ କରିବା ସହ ତାଙ୍କୁ ଏବଂ ପରିବାରକୁ ଶାନ୍ତି ଦେବାକୁ ଅନୁଭବ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ୫ ଓ ୬ ତାରିଖ ଯାଏ ଏହି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିବ ।

ad-week
Leave A Reply

Your email address will not be published.