ମାଓ ନେତା ସବ୍ୟସାଚୀ ପଣ୍ଡା ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି

add-all

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ଲାଗି ଭର୍ତ୍ତି ହୋଇଛନ୍ତି ମାଓବାଦୀ ନେତା ସବ୍ଯସାଚୀ ପଣ୍ଡା। ନିଜର କାନରେ ଯନ୍ତ୍ରଣା ଅନୁଭବ ପରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ସବ୍ଯସାଚୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସବ୍ଯସାଚୀଙ୍କ ଓକିଲ ସୁଚନା ଦେଇଛନ୍ତି।

ତାଙ୍କ କାନରେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସବ୍ୟସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ସବ୍ଯସାଚୀଙ୍କ ନାଁରେ ୧୨୮ଟି ମାମଲା ଥିବା ବେଳେ ପାଖାପାଖି ୭୦ ଟି ମାମଲାର ବିଚାର ହୋଇଥିବା ସବ୍ଯସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ ଜଣାଇଛନ୍ତି।

ad-week
Leave A Reply

Your email address will not be published.