ଗୁଣ୍ଡିଚା ଯାତ୍ରା ଉତ୍ସବରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ କୃଷ୍ଣ ବଳରାମ ବେଶ…

add-all

ଫୁଲବାଣୀ:-ଫୁଲବାଣୀ ସ୍ଥିତ ଦଧିବାମାନ ମନ୍ଦିରରେ ପ୍ରଭୂ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର କୃଷ୍ଣ ବଳରାମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏଇ ବେଷକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଏହି ଅବସରରେ ଫୁଲବାଣୀର ଅଗ୍ରଣୀ ଅନୁଷ୍ଠାନ କୋମଳ ଗାନ୍ଧାର ପକ୍ଷରୁ ଅସିତ କୁମାର ନନ୍ଦଙ୍କ ପରିଚାଳନା ରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଭଜନ ସନ୍ଧ୍ୟା ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା।

ad-week
Leave A Reply

Your email address will not be published.