ଦୂଷିତ ହୋଇଛି ମହାନଦୀ, ବ୍ରାହ୍ମଣୀ ଜଳ

add-all

ଭୁବନେଶ୍ବର: ମହାନଦୀ ଓ ବ୍ରାହ୍ମଣୀର ଜଳ ଦୂଷିତ ହୋଇଛି। ରାଜ୍ୟର ୧୧ ଟି ମୁଖ୍ୟ ନଦୀର ୧୨୯ ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ପରୀକ୍ଷଣ କରାଯିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ସହରାଞ୍ଚଳରେ ବର୍ଜ୍ୟଜଳ ନଦୀକୁ ଛଡାଯିବା ଏବଂ ନଦୀ ଜଳର ଇନ ଷ୍ଟ୍ରିମ ବ୍ୟବହାର ଯୋଗୁ ଦୂଷିତ ହେଉଥିବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

ବିଧାନସଭାରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଲିଖିତ ଉତ୍ତର ରଖିଛନ୍ତି।

ad-week
Leave A Reply

Your email address will not be published.