ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ

add-all

ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ। ବିଏମସି ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛି ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘ। ସଙ୍ଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି।

ପ୍ରତି ସପ୍ତାହରେ ଉଛେଦ କାର୍ଯ୍ୟ ଜାରି ରହିବା ସଙ୍ଗେ ସୁରକ୍ଷା ପାଇଁ ସମ୍ପୂର୍ଣ ବନ୍ଦୋବସ୍ତ କରାଯିବା ନେଇ ବିଏମସି ତରଫରୁ ପ୍ରତିଶୃତି ଦିଆଯିବ ପରେ ମାର୍କେଟ ଖୋଲିବା ନେଇ ନିଷ୍ପତି ନେଇଛି ବ୍ୟବସାୟୀ ସଙ୍ଘ।

ସେପଟେ ଦୀର୍ଘ ୪ ଦିନ ହେବ ମାର୍କେଟ ବନ୍ଦ ହେବ କାରଣରୁ ଆର୍ଥିକ ସହ ମାର୍କେଟ ବିଲଡିଂର ପ୍ରତିଷ୍ଠା ମଧ୍ୟ କ୍ଷତି ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ।

ad-week
Leave A Reply

Your email address will not be published.