ଅଗ୍ନିଶମ ବାହିନୀ ଦ୍ୱାରା ଦୁଇଟି ବଳଦ ଉଦ୍ଧାର

add-all

ଫୁଲବାଣୀ : କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳରେ ବନ୍ୟା ସ୍ରୋତରେ ଦୁଇଟି ବଳଦ ଭାସିଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତକୁ ଖାତିରନ କରି ଭାସିଯାଉଥିବା ଦୁଇଟି ବଳଦକୁ ଉଧାର କରିବାରେ ସଫଳ ହୋଇଥିଲେ। ଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ବରେ କର୍ମଚାରୀ ମାନେ ମିଶି ନିଜ ଜୀବନକୁ ବାଜି ଲଗେଇକି ଭାସିଯାଉଥିବା ବଳଦ ଦୁଇଟିକୁ ଉଦ୍ଧାର କରିଥିଲେ । ଟିକାବାଲି ଅଗ୍ନିଶମ ବାହିନୀକର୍ମଚାରୀଙ୍କୁ ସମ୍ପୃକ୍ତ ଗ୍ରାମବାସି ପୂର୍ଣ୍ଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.