ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ

add-all

ଦାରିଙ୍ଗବାଡି, ୯/୮, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ, ବୁଡ଼ାଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ତାତୁରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱଧିନତା ଦିବସ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟ ସମେତ ବ୍ୟବସାୟ ଗୋଷ୍ଠୀ ଉପସ୍ଥିତ ରହିଥିଲେ। ସର୍ଵ ସମ୍ମତି କ୍ରମେ ୭୬ ତମ ସ୍ବାଧୀନତା ଦିବସ ବହୁ ଆଡମ୍ବରରେ ପଞ୍ଚାୟତ ପରିସରେ ପାଳନ କରିବା ସହିତ ପଞ୍ଚାୟତ ଅଧିନସ୍ତ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମିଠେଇ ବଣ୍ଟନ କରା ଯିବାର ନିଷ୍ପତି ନିଆଯାଇଥିବା ଜଣା ପଡିଛି। ସରପଞ୍ଚ ଶ୍ରୀ ପ୍ରଧାନଙ୍କ ସହଯୋଗି ପଙ୍କଜ ବୈଠକ ପରିଚାଳନାରେ ସହଯୋଗ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.