୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

add-all

ବ୍ରହ୍ମପୁର : ଆଜି 76ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ବ୍ରହ୍ମପୁର ମହାନଗର ସ୍ଥିତ ଖୋଡାସିଂ ବାସୁଦେବ ନଗର ଠାରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ପାଳନ ହୋଇଯାଇଛି l ବରିଷ୍ଠ ନାଗରିକ ଶିକ୍ଷାବିତ ଶ୍ରୀମତି ଅନୁରାଧା ପଟନାୟକ ପତାକାଉତ୍ତୋଳନ କରିଥିଲେ l କାର୍ଯ୍ୟକ୍ରମ କୁ ସମ୍ପାଦକ ଇଂ ମାନସ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ନାଥୁରାମ ସାହାଣୀ, ଉମାକାନ୍ତ ଚୌଧୁରୀ,ବିଘ୍ନରାଜ ପଣ୍ଡା,ରମେଶ ଚନ୍ଦ୍ର ପାଣିଗ୍ରାହୀ, ବିଶ୍ୱନାଥ ଜେନା, ପ୍ରଦୀପ କୁମାର ସାହୁ, ରମେଶ ଚନ୍ଦ୍ର ପାତ୍ର, ପ୍ରଦୀପ କୁମାର ଦାଶ, ସୁଶାନ୍ତ କୁମାର ପଣ୍ଡା, ଡ଼ି. ଶ୍ରୀରାମୁଲୁ, ରାମାନନ୍ଦ ପଟନାୟକ, ସୂର୍ଯ୍ୟy ନାରାୟଣ ପାଣିଗ୍ରାହୀ, ରମାକାନ୍ତ ଚୌଧୁରୀ ପ୍ରମୁଖ ଭାଗ ନେଇଥିଲେ l ଶେଷରେ ମୁସ୍କାନ ସାହୁ, ଆୟୁସ୍ମାନ ପଣ୍ଡା କୁନି ପ୍ରତିଭା ନିଜ ନିଜ ର ବକ୍ତବ୍ୟ ରଖି ଥିବାରୁ ପୁରସ୍କୃତ କରାଯାଇଥିଲା l

ad-week
Leave A Reply

Your email address will not be published.