ପିପୁଲ୍ସ କଲେଜରେ ଏନ୍ଏସ୍ଏସ୍ ଦିବସ ପାଳିତ…

add-all


ବୁଗୁଡ଼ା: ସ୍ଥାନୀୟ ପିପୁଲ୍ସ କଲେଜର ପକ୍ଷରୁ ସ୍ବପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ସେବା ମନୋବୃତ୍ତି ଜାତୀୟ ଗର୍ବ ଓ ଗୌରବର ପରିଚୟ ବୋଲି ମତ ବ୍ଯକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଧିକାରୀ ରବିନ୍ଦ୍ର ନାଥ ପୋଲାଇ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.