ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି

add-all

ପାଟନା: ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି। ଦିଲ୍ଲୀର ଏକ ସିବିଆଇ ଅଦାଲତା ଦ୍ୱାରା ସେ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି।

ବିହାର ବିଧାନସଭା ସଚିବ ପୱନ କୁମାର ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସାହାଣଙ୍କୁ ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡାଦେଶ ଆରମ୍ଭ ହେବା ଦିନରୁ ଅଯୋଗ୍ୟ ଘୋଷିତ କରାଯାଇଛି।

ad-week
Leave A Reply

Your email address will not be published.