ପାରୋଲରେ ମୁକୁଳିଲେ ଆତ୍ମଘୋଷିତ ଧର୍ମଗୁରୁ ରାମ ରହିମ

add-all

ଚଣ୍ଡିଗଡ଼: ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ହରିୟାଣାର ସୁନାରିଆ ଜେଲରେ ବନ୍ଦୀ ଥିବା a jo ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ମିଳିଛି ପାରୋଲ। ୪୦ ଦିନିଆ ପାରୋଲରେ ମୁକୁଳିଥିବା ରାମ ରହିମ ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ବାଗପାଟ ଅଭିମୁଖେ ଯାତ୍ରା କରିଛନ୍ତି।

ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ୨୦ ବର୍ଷ ହେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।  ଏହି ଅଭିଯୋଗରେ ୨୦୧୭ ମସିହାରୁ ସେ ସୁନାରିଆ ଜେଲରେ କଏଦୀ ଭାବେ ରହି ଆସୁଛନ୍ତି।

ad-week
Leave A Reply

Your email address will not be published.