ଓମଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

add-all

ହିଞ୍ଜିଳିକାଟୁ ୨୨।୧୦ : ହିଞ୍ଜିଳିକାଟୁ ଘୋଡାଈଶୁଣୀ ମନ୍ଦିର ନିକଟରେ ଥିବା ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ୧୪୦ଶିଶୁ ପ୍ରତିଭା ଏକାଠି ହେଇ ୧୦୦ ଗୋଟି ବିଭିନ୍ନ ପ୍ରକାରର ବିଜ୍ଞାନପ୍ରଦର୍ଶନୀ ଜୋଜନା ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ବର୍ଷ ଶିଶୁମାନଙ୍କୁ ନିଜର ପ୍ରତିଭା ଏବଂ ଦକ୍ଷତା ବିକଶିତ କରିବା ନିମନ୍ତେ ଏହି ବିଜ୍ଞାନ ପ୍ରଦର୍ଶନୀ ର ମୂଳ ଲକ୍ଷ୍ୟ ।ସ୍କୁଲ୍ରର ଅଧ୍ୟକ୍ଷ ଡଃ ଏଲ କେ କାମେଶ୍ବର ରାଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ରେ ପରିଚାଳନା ନିର୍ଦ୍ଦେଶକ ପତିତପାବନ ଆଚାରୀ, ଶିକ୍ଷକ ଅରୁଣ କୁମାର ପରିଡ଼ା, ଶିକ୍ଷକ ବଳରାମ ସାହୁ,ସନ୍ଧ୍ୟା ସାଵତ, ଶିକ୍ଷୟତ୍ରୀ ସୁମିତ୍ରା ମହାରଣା, ଶିକ୍ଷକ କ୍ରିତି ରଞ୍ଜନ ଭୁୟାଂ, ଶିକ୍ଷକବିକ୍ରମ ମହାରଣା, ଶିକ୍ଷକ ରାଜେଶ ମହାରଣା, ଶିକ୍ଷକ ଦିପକ କୁମାର ପାତ୍ର ,ଶିକ୍ଷୟତ୍ରୀ ପୂଜା ପ୍ରଧାନ, ଶିକ୍ଷୟତ୍ରୀ ଅନିସା ଦଳାଇ, ଶିକ୍ଷୟତ୍ରୀ ସସ୍ମିତା ସାହୁ ଙ୍କ ସହ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.